STORYMIRROR

SADASIBA NAYAK

Tragedy

3  

SADASIBA NAYAK

Tragedy

ଚଳଚ୍ଚିତ୍ର

ଚଳଚ୍ଚିତ୍ର

1 min
162

ଚଳଚ୍ଚିତ୍ରର କାହାଣୀ 

ସୁଖର ଦୁଃଖର

ହସର କାନ୍ଦର

ପ୍ରେମ ପ୍ରତାରଣାର

ମିଳନ ବିଚ୍ଛେଦର

ଶତ୍ରୁତା ମିତ୍ରତାର 


ଚଳଚ୍ଚିତ୍ରର କାହାଣୀ

ହସ ଓ ଖୁସିର

ପ୍ରେମ ଓ ପ୍ରଣୟର

ସୁଖ ସମ୍ପର୍କର

ମଧୁର ମିଳନର

ବାତ୍ସଲ୍ୟ ମମତାର 


ଚଳଚ୍ଚିତ୍ରର କାହାଣୀ

ସାମାଜିକ ଚିନ୍ତାଧାରାର

ପୌରାଣିକ ବିଶ୍ୱାସର

କାଳ୍ପନିକ ଭାବନାର

ଐତିହାସିକ ମୁକସାକ୍ଷୀର

ବୈଜ୍ଞାନିକ ଅନୁସିଦ୍ଧାନ୍ତର 


ଚଳଚ୍ଚିତ୍ରର କାହାଣୀ

ସେ ଯାହା ହେଉନା କାହିଁକି

ଏହା ସମାଜର ଏକ ନିଚ୍ଛକ ପ୍ରତିଛବି

ବାସ୍ତବିକ ଘଟଣାର ଏକକାଳୀନ ଚିତ୍ରଣ

ତତ୍କାଳୀନ ଚଳଣିର ମିଶ୍ରିତ ପ୍ରସାରଣ

କାହାଣୀ ସଙ୍ଗୀତ ଚିତ୍ରନାଟ୍ୟର ମିଶ୍ରିତ

ସଭିଙ୍କ ପ୍ରିୟ ହୃଦୟର ଚଳଚ୍ଚିତ୍ର



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy