STORYMIRROR

Reeta aparajeeta Mohanty

Romance

3  

Reeta aparajeeta Mohanty

Romance

ପ୍ରେମିକା ର ହୃଦୟ -ରୀତା ଅପରାଜିତା

ପ୍ରେମିକା ର ହୃଦୟ -ରୀତା ଅପରାଜିତା

1 min
468

ପ୍ରେମିକାର କଥା ଭାବି

ରାତି ଅନିଦ୍ରା ରେ କଟେ

ଫୁଲଯାଏ ମୋ ଆଖିପତା

ପ୍ରେମ ରେ ଏତେ ଯନ୍ତ୍ରଣା କାହିଁକି ଥାଏ।

ମିଳନ ପରେ ବିଚ୍ଛେଦ କାହିଁକି ହୁଏ।

ତମ ଉପରେ ମୋର ପ୍ରଗାଢ ବିଶ୍ୱାସ

ମତେ ହଡିବlକୁ ପ୍ରେରଣା ଦିଏ।

ତୁମେ ମୋ ପ୍ରେମିକା

ତୁମେ ପ୍ରିୟତ୍ତମl

ମୋର ଜୀବନ କାହାଣୀର ଏକମାତ୍ର ନାୟିକା

ତୁମ ହୃଦୟ ଭିତରେ ମୋର ସାରା ଜୀବନ

କଟିଯାଉ ସ୍ୱର୍ଣ୍ଣ ମହଲ ମୋର ଲୋଡ଼ା ନାହିଁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance