STORYMIRROR

Tankadhar Majhi

Romance

3  

Tankadhar Majhi

Romance

ସେଇଠି ଓ ଏଇଠି

ସେଇଠି ଓ ଏଇଠି

1 min
249

ସେଇଠି...!!

ବାଦଳ ଶେଯରେ ଜହ୍ନର ନିଦ            

ଯୋଚ୍ଛନା ଢାଲୁନି ବେଶି

ରୁଷି ଗଲ ବୋଲି ବାହୁନି ହୁଏ           

କଇଁ ପୋଖରୀରେ ବସି ।।

                                   

ଏଇଠି...!!

ନିଦ ହଜିଯାଏ ପୀରତି ବିରହେ

ନିଃସଙ୍ଗ ବଙ୍ଗଳା ଶେଯେ 

ରୁକ୍ଷ ନିଶାରେ ଶିହରଣ ଖେଳି                

ମିଠା କଥା ପଦେ ଖୋଜେ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance