STORYMIRROR

ମହାଗାଲୁଆ ସନୁ

Romance Inspirational

3  

ମହାଗାଲୁଆ ସନୁ

Romance Inspirational

କଲମ

କଲମ

1 min
332


ସତ୍ୟକୁ ଅସତ୍ୟ ଉପରେ ଜୟ ପାଇଁ

ଧର୍ମକୁ ଅଧର୍ମ ଉପରେ ଜୟ ପାଇଁ

ଭାବକୁ ଅଭାବ ଉପରେ ଜୟ ପାଇଁ

ଭଲକୁ ମନ୍ଦ ଉପରେ ଜୟ ପାଇଁ

ତୁମକୁ ମୋ ଠୁ ଜୟ ପାଇଁ 

ତୁମକୁ ତୁମଠୁ ଜୟ ପାଇଁ 

ପ୍ରେମକୁ ପ୍ରତାରଣା ଉପରେ ଜୟ ପାଇଁ 

ଜ୍ଞାନକୁ ଆଜିନ ଉପରେ ଜୟ ପାଇଁ 

ବିଶ୍ୱାସକୁ ଅନ୍ଧବିଶ୍ୱାସ ଉପରେ ଜୟ ପାଇଁ 

ପ୍ରେମକୁ ପ୍ରେମିକା ଉପରେ ଜୟ ପନ

ନିଃସ୍ୱାର୍ଥପରକୁ ସ୍ୱାର୍ଥ ଉପରେ ଜୟ ପାଇଁ 

ସରଳତାକୁ ଅହଂକାର ଉପରେ ବିଜୟ ପାଇଁ

ମାନବିକକୁ ପଶୁତ୍ବ ଉପରେ ଜୟ ପାଇଁ 

କାହାକୁ ଆପଣ କରିବା ପାଇଁ 

ସ୍ୱାଧୀନତାକୁ ପରାଧୀନତା ଉପରେ ଜୟ ପାଇଁ 

ଅକ୍ଷରକୁ ସଜେଇବା ପାଇଁ 

ନୂଆ କରି ଗଢି ତୋଳିବା ପାଇଁ ।। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance