STORYMIRROR

ମହାଗାଲୁଆ ସନୁ

Comedy

3  

ମହାଗାଲୁଆ ସନୁ

Comedy

ଡାକ୍ତରୀ ବର

ଡାକ୍ତରୀ ବର

1 min
194

 ଖୋଜି ବାହାରିଲେ ପଡିଶା ମାଉସୀ ଝିଅ ପାଇଁ ବର

  ବିଭିନ୍ନ ପ୍ରକାର I MEAN VERITY ର 


ପ୍ରଥମେ ପାଇଲେ ଆସି ଡାକ୍ତର

  ସେତ ସାକ୍ଷାତ ଦ୍ଵିତୀୟ ଈଶ୍ୱର 

ସମସ୍ତେ ଡାକନ୍ତି ସାର

  ହେଲେ ସିଷ୍ଟର ଙ୍କ ତାଙ୍କର ନିତି ଦିନ ଚକ୍କର 

 ଯେତେ ବେଳେ ଯାହାବି ହେଲେ ସିଷ୍ଟର

  ଯୋଉ ରୋଗ ହେଲେବି ଷ୍ଟେଟୋ ପକାନ୍ତି ଛାତିର

କେଜାଣି କେମିତି ହେଲେ ସେ ଡାକ୍ତର 

  ସବୁ କଥାରେ କହନ୍ତି ଆଗ ପରୀକ୍ଷା କର

ରେଜଲ୍ଟ ଦେଖିକି କହିବି କଣ ହେଇଛି ତୁମର

  ଉଚ୍ଚ ରକ୍ତଚାପ କି ହୋଇଛି ଆଉ କି ବେମାର

ଯେତେ ଯେତେ ନୁଆଁ ମେଡ଼ିସିନ ର ପ୍ରକାର

   ସବୁ ନର୍ସିଂହୋମ ରେ କରନ୍ତି ପ୍ରଚାର

ସରକାରି ହୋଇକିନା ଦେଖନ୍ତି ବେମାର

ପ୍ରାଇଭେଟେ ଯାହା କରନ୍ତି ଅସ୍ତ୍ରୋପଚାର 

ଏପାଟ ଦରମା ଜମା ରେ ଚାଲେ ଗାଡି ମୋଟର

  ଆଉ ରାତି ର ପଇସା ରେ କଷ୍ଟେ ମଷ୍ଟେ ଚାଲେ ସଂସାର 

ଡାକ୍ତର ବାବୁ ଆମର କରି ପଇସା କାରବାର

  ସସପେଣ୍ଡ ରୁ ପାଇଛନ୍ତି ଉଦ୍ଧାର ।। 

 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy