STORYMIRROR

ମହାଗାଲୁଆ ସନୁ

Others

3  

ମହାଗାଲୁଆ ସନୁ

Others

ମୋ ପରିବାର

ମୋ ପରିବାର

1 min
134


 ଟିକେ ରାଗ ରୁଷା 

 ଟିକେ ଅଭିମାନ 

 ଟିକେ ଅନୁରାଗ 

 ଅନେକ ସୀମା ହୀନ ଭରସା ।।


ଟିକେ ଭାବନା

ଟିକେ ଅନୁରକ୍ତି 

ଟିକେ ଅନୁଚିନ୍ତା

ଅନେକ ସୀମାହୀନ କଳ୍ପନା 


ଟିକେ ସାହିତ୍ୟିକ 

ଟିକେ ଗାଣିତିକ

ଟିକେ ସାମାଜିକ

ଅନେକ ସୀମା ହୀନ ଭୌଗଳିକ 


ଟିକେ ଟିକେରେ ଅତି ଆପଣାର

ସୀମାହୀନ ସାଗର ପରି ବକ୍ଷ ଯାର

ସୂର୍ଯ୍ୟ ପରି ସବୁ ପରିବାର

ଏ ସବୁ ର ସମାହାର ହିଁ ତ ମୋ ପରିବାର ।



Rate this content
Log in