STORYMIRROR

ମହାଗାଲୁଆ ସନୁ

Comedy

3  

ମହାଗାଲୁଆ ସନୁ

Comedy

ମଦ ପୁରାଣ

ମଦ ପୁରାଣ

1 min
274

ଜୟ ଜୟ ମଦଦେବ ମଙ୍ଗଳମୟ ଠାକୁର

ବେକାରିଆ ଙ୍କ ଗତି ଦାତା ଢାଳି ସୁଧାସୁର

ତୁମ୍ଭେ ପ୍ରଭୁ ପୂଜା ପାଅ ବିଭିନ୍ନ ରୂପରେ ,

ଦେଶୀ ବିଦେଶୀ ରମ ବୀୟର ହାର୍ଡ ଭାବରେ 


ଜାତି ଆଜାତି ନାହିଁ ତୁମ୍ଭ ଭେଦ ଭାବ 

ସଭିଙ୍କ ପାଖରେ ତୁମ୍ଭେ ଦେଖାଅ ସ୍ୱଭାବ 

ଯେତେ ଯେତେ ତୁମ୍ଭ ଭକ୍ତି ବଢି ଚାଲୁ ଥାଏ

ସେ ଭକ୍ତ ସେତେ ନିଶ୍ୱର ହୋଇଯାଏ 


ତୁମ୍ଭେ ଶକ୍ତିଦାତା ତୁମ୍ଭେ ଗାଳିଦାତା 

ତୁମ୍ଭେ ନଥିଲେ ପୁରୁଷା ଶୋଧା କି ଆସନ୍ତା 

ତୁମ୍ଭରି କରୁଣାପାଇଁ ଏବେ ନର ନାରୀ

କରନ୍ତି ଏବେ ଗାଳି ଚଉଦ ଅକ୍ଷରୀ ...କ୍ରମଶଃ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy