STORYMIRROR

ମହାଗାଲୁଆ ସନୁ

Romance Fantasy

3  

ମହାଗାଲୁଆ ସନୁ

Romance Fantasy

ପୂର୍ଣ୍ଣିମା

ପୂର୍ଣ୍ଣିମା

1 min
213

ସେଦିନ ରାତିରେ ଥିଲି ପ୍ରିୟା ପାଖରେ

କହିଲା ପ୍ରିୟା ଜହ୍ନ ଦେଖି ଅତି ସରାଗରେ

କୁହ ଗୋଟେ କବିତା ପୂର୍ଣ୍ଣିମା ବାବଦରେ

ଫୁଲି ଗଲା ମୋ ଛାତି ଗର୍ବରେ

ପଢିବି କବିତା ସଡନ ଲେଖାରେ l


ପୂର୍ଣ୍ଣିମା ତାର ଗୋରା ଗୋରା ଗାଲ

ତାକୁ ଦେଖିବାକୁ ପୁରା ବଜାର ଗୋଲ

ସମସ୍ତେ କୁହନ୍ତି ହାଇ ବିୟୁଟିଫୁଲ

ଭାରି ଛଟକି ଦିଏନି ମୋଲ୍

ରାଗି ଗଲେ କରେ ଗାଲ କୁ ଲାଲ l


କହିଲି ସେ ମୋର ମନର ପ୍ରିୟତମା

ମୋ ସ୍କୁଲ ବେଳର ରାଜଜେମା

ତା ପାଇଁ ଭାଙ୍ଗିଛି ମୋ ସଞ୍ଚୟ ଜମା

ମୋ ପାଇଁ ପ୍ରେମର ଅଫୁଟା ବୋମା l


Rate this content
Log in

Similar oriya poem from Romance