Manash ranjan Pattanayak
Romance Fantasy
ଗଢିଲା କିଏସେ ଏମିତି ସଂପର୍କ
ତୁମ ଆଉ ମୋ ଭିତର
ଦେଖ ବାର ମାସେ ଲାଗିରହେ ତର୍କ
ମିଳେଇ ଯାଏ ଶୂନ୍ୟରେ ।
ତୁମେ ଅପରୂପା ସୁଗନ୍ଧ କବିତା
ଓଦା କର ହୃଦ ବନ
ମଖମଲ୍ଲୀ ଚମ୍ପା ହେ ମୋର ସଳିତା
ଭାଙ୍ଗ ନାହିଁ କେବେ ମନ।
ବାଈ ମଣିଷ
ରାଜ ଜେମା
ଝଟକିଲା
ଅଭୁଲା ସ୍ମୃତି
ପ୍ରସ୍ଥାବ
ଅପରୂପା
ଯାବୁଡି
ସିନ୍ଦୂର
ଶେଷ ନିଦ୍ରା
ପ୍ରେମର ଝର
ସଖୀ ଗୋ' କି' କହିବି ଶ୍ୟାମ କଥା ସଖୀ ଗୋ' କି' କହିବି ଶ୍ୟାମ କଥା
ଶ୍ରୀରାଧା ଅନନ୍ୟା ଅସୀମ ପ୍ରେମିକା ଧରା ପୃଷ୍ଠେ ଜନ୍ମ ବେଳେ ମୁଦ୍ରିତ ନୟନେ ଧ୍ୟାନ ସହକାରେ ଅପେକ୍ଷାରେ ମଗ୍ନ... ଶ୍ରୀରାଧା ଅନନ୍ୟା ଅସୀମ ପ୍ରେମିକା ଧରା ପୃଷ୍ଠେ ଜନ୍ମ ବେଳେ ମୁଦ୍ରିତ ନୟନେ ଧ୍ୟାନ ସହକା...
କିଛି ତ ଲୁଚାଇ ନ ଥିଲି ତୁମକୁ ଭାବ ହେଲା ଦିନ ଠାରୁ କାହିଁକି ରହିଛ ଦୂରେଇ ମୋ ଠାରୁ ଭାବ ରହୁଛି ଅଧା କିଛି ତ ଲୁଚାଇ ନ ଥିଲି ତୁମକୁ ଭାବ ହେଲା ଦିନ ଠାରୁ କାହିଁକି ରହିଛ ଦୂରେଇ ମୋ ଠାରୁ ...
ଶୁଭ ସାହାନାଇର ମଧୁର ସ୍ଵର ଝଙ୍କାର ପ୍ରତି ସ୍ପନ୍ଦନରେ ଆଣେ ପ୍ରୀତି ଜୁଆର, ଶୁଭ ସାହାନାଇର ମଧୁର ସ୍ଵର ଝଙ୍କାର ପ୍ରତି ସ୍ପନ୍ଦନରେ ଆଣେ ପ୍ରୀତି ଜୁଆର,
କନକ ପ୍ରତିମା ତୁମେ ଗୋ କଳପନାରେ ଭାସ ତୁମେ ଗୋ ମରତ ଗଉରୀ ମୋର ମାନସେ ଆସ । କନକ ପ୍ରତିମା ତୁମେ ଗୋ କଳପନାରେ ଭାସ ତୁମେ ଗୋ ମରତ ଗଉରୀ ମୋର ମାନସେ ଆସ ।
ପ୍ରେମର ପ୍ରଥମ ରାତି ପ୍ରେମର ପ୍ରଥମ ରାତି
ବଢାଇଲେ ହାତ ଖସି ଆସ ପାଖରେ ବସ ସାଥୀରେ ମିଶ ମେଣ୍ଟି ଯାଏ ମୋର ଶୋଷ ମୋ ରୁଚି ଗୁଣ ସବୁକୁ କର ପସନ୍ଦ ବଢାଇଲେ ହାତ ଖସି ଆସ ପାଖରେ ବସ ସାଥୀରେ ମିଶ ମେଣ୍ଟି ଯାଏ ମୋର ଶୋଷ ମୋ ରୁଚି ଗୁଣ ସବ...
କେଉଁ ରୂପ ଶିଳ୍ପୀ ତୋତେ ଗଢିଥିଲେ ତୋଳି ତୋର ରୂପ ସମ୍ଭାରରେ ଦେଲେ ଗନ୍ଧକଳୀ । କେଉଁ ରୂପ ଶିଳ୍ପୀ ତୋତେ ଗଢିଥିଲେ ତୋଳି ତୋର ରୂପ ସମ୍ଭାରରେ ଦେଲେ ଗନ୍ଧକଳୀ ।
ବିଶ୍ୱାସରେ ବିଷ ଭରିଦେଲୁ ତୁହିଁ ଉଠୁଛି ଆଜି ମୋ କୋହ ।। ବିଶ୍ୱାସରେ ବିଷ ଭରିଦେଲୁ ତୁହିଁ ଉଠୁଛି ଆଜି ମୋ କୋହ ।।
ଶୀର୍ଷକ :ରୁହନ୍ତି କି ତୁମ ପାଖରେ ଶୀର୍ଷକ :ରୁହନ୍ତି କି ତୁମ ପାଖରେ
ତୁମ ସନ୍ଧାନରେ ତୁମ ସନ୍ଧାନରେ
ମନ ତୁମେ ଏକ ଅବୁଝା ଗଣିତ ବେଳ ନାହିଁ କଷିବାକୁ.. ମନ ତୁମେ ଏକ ଅବୁଝା ଗଣିତ ବେଳ ନାହିଁ କଷିବାକୁ..
ସମ୍ପର୍କ_______ ସମ୍ପର୍କ_______
ଶୀର୍ଷକ :ସେଇ ଝିଅ ଟି ଶୀର୍ଷକ :ସେଇ ଝିଅ ଟି
କଳ୍ପିତା ତୁମେ କେଉଁଠି କଳ୍ପିତା ତୁମେ କେଉଁଠି
କଳ୍ପିତା ପାଇଁ କବିତାଟିଏ କଳ୍ପିତା ପାଇଁ କବିତାଟିଏ
ସ୍ବପ୍ନ ନାୟିକା ସ୍ବପ୍ନ ନାୟିକା
ଜହ୍ନ, ତୋର ନିଶ୍ଚିତ ଠିକଣା ତ କବିର ଲେଖନୀରେ କବିବର ରାଧାନାଥ ତାଙ୍କ ଚିଲିକା କାବ୍ୟ, ମହାନଦୀରେ ଜ୍ୟୋତ୍ସ୍ନାବ... ଜହ୍ନ, ତୋର ନିଶ୍ଚିତ ଠିକଣା ତ କବିର ଲେଖନୀରେ କବିବର ରାଧାନାଥ ତାଙ୍କ ଚିଲିକା କାବ୍ୟ, ...
ଲୀନହେବାକୁ ତୁମ ନୀଳ ନୀଳେ କେତେ ଯେ ଆକୁଳ ମୁହିଁ ବୁଝି ମୁଁ ପାରୁନି କେବେ ତୁମେ ବୁଝ କେବେ ତୁମେ... ଲୀନହେବାକୁ ତୁମ ନୀଳ ନୀଳେ କେତେ ଯେ ଆକୁଳ ମୁହିଁ ବୁଝି ମୁଁ ପାରୁନି କେବେ ତୁମେ ବୁଝ କେବେ ...
କିନ୍ତୁ ତମେ କେବେ ପ୍ରକାଶ କରନା ତମ ସବୁ ଇଚ୍ଛାକୁ ମାରିଦିଅ ତମ ଅସହଜପଣ ସବୁକୁ ବେଶ ସହଜରେ ତମ ମୁହଁରୁ... କିନ୍ତୁ ତମେ କେବେ ପ୍ରକାଶ କରନା ତମ ସବୁ ଇଚ୍ଛାକୁ ମାରିଦିଅ ତମ ଅସହଜପଣ ସବୁକୁ ବେଶ ସହଜରେ ତମ ...