STORYMIRROR

Manash ranjan Pattanayak

Romance

2  

Manash ranjan Pattanayak

Romance

ସିନ୍ଦୂର

ସିନ୍ଦୂର

1 min
2.8K

ଜଳକା ହୋଇଲି ତା ରୂପ ଦେଖିଲି ଥିଲା ସେ ଅତୀତ ସ୍ମୃତି 


ଦେଖା ହେବ କେବେ ଭାବି ତ ନଥିଲି ମୋ ଜୀବନର ସେ ଇତି ।


ଖୁସି ହୋଇଗଲା ପାଖକୁ ଆସିଲା କହିଲା କୁହ କୁମାର


ତୁମେ ମୋ ଆରମ୍ଭ ତୁମେ ମୋର ଶେଷ ପିନ୍ଧାଇ ଦିଅ ସିନ୍ଦୂର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance