STORYMIRROR

Mr.GAGAN BIHARI NAYAK

Romance Fantasy

4  

Mr.GAGAN BIHARI NAYAK

Romance Fantasy

ପ୍ରୀତି ହସ

ପ୍ରୀତି ହସ

1 min
322


ହସିଦେଇ ଟିକେ ଯେବେ ପୋତିଲ ମଥା ।

ବୁଝିନେଲି ତମ ମନ ତଳର କଥା ।।

ହସି ହସେଇବା ତମ ମନ କହୁଛି ।

ମୋ ମନ ତମ ପ୍ରେମେ ଭାସି ଯାଉଛି ।।0।।


ମନ ତମ ଉବୁଟୁବୁ ଉଛୁଳା ନଈ ।

ସେ ନଈରେ କାତ ମୋର ପାଇବ ନାହିଁ ।

ଓଠ କୃଷ୍ଣଚୂଡା ନାଲି 

ତମ ରାଜହଂସ ଚାଲି

କଥାରେ କିମିଆ ସତେ ମନ ମୋହୁଛି ।(୧)


ବାରମାସ ତମ ଦେହେ ନେସି ହେଇଛି।

ଋତୁରାଜ ବସନ୍ତଟା ଘର କରିଛି ।

କଥା ତମ ମଧୁମାସ

ରାଗିଲେ ଝଡବତାସ

ସେ ବତାସେ ହତାଶର ଧୂଳି ଉଡୁଛି ।(୨)



Rate this content
Log in

Similar oriya poem from Romance