STORYMIRROR

Kalandi pal

Romance Fantasy

4  

Kalandi pal

Romance Fantasy

ମୋ ପ୍ରିୟା

ମୋ ପ୍ରିୟା

1 min
319


ଆଇନା ଆଗରେ ସଜେଇ ହୋଇକି 

    କି ସୁନ୍ଦର ଦିଶ ପ୍ରିୟେ

ହୃଦୟ ମନ୍ଦିରେ ତୁମ ଛବି ଆଙ୍କି

    କେତେ ମୁଁ ଆନନ୍ଦ ପାଏ!!


ନୀଳ ଢଳ ଢ଼ଳେ  ନୀଳ ପଦୁଅଁରେ

    ଆଖିଟି ନୀଳ ନୟନ

ପ୍ତିତିର ଚାହାଣି କନ୍ଦର୍ପକୁ ଜିଣି

    ଦଂଶେ ମନ ଉପବନ!!


ଭାବୁକର ଭାବ  କବିର ତ କାବ୍ୟ

    ଜୀବନ୍ତ ଲିଖନୀ ମୁନେ

ସୌନ୍ଦର୍ଯ୍ୟ ସାଗରେ ଭାସି ନିରନ୍ତରେ

     କାବ୍ୟ ଛନ୍ଦ ଗଢେ ମନେ!!


ବିହୀର ଗଢ଼ଣା  ନାହିଁ ତ ତୁଳନା

    ସଜ ଫୁଟା ଫୁଲ ପରି

ତୁମେ ହାସ୍ୟମୟୀ ତୁମେ ଲାସ୍ୟମୟୀ

     ପ୍ରୀତି ମଧୁ ପଡେ ଝରି!!


ତୁମ ପ୍ରୀତି ଧାରା  ମତୁଆଲା ଭରା

    ତୁଚ୍ଛ ହୁଏ ଧନ ରତ୍ନ

ଏକାକୀ ନିର୍ଜନେ ରାଣୀ ସାଜ ତୁମେ !!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance