Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Indrabadal Mohanty

Romance Fantasy

3  

Indrabadal Mohanty

Romance Fantasy

ଏ କଣ କଲୁ

ଏ କଣ କଲୁ

1 min
359


ଏ ନିଦକୁ ମୋର ଗଲା ରାତିରେ ଚୋରାଇ ନେଲୁ

ଏ ଚଗଲା ହୃଦୟରେ ମୋର କେମିତି କେଜାଣି ତୁ ଘର କରିନେଲୁ ।


ଏ କି ଅପୂର୍ବ ଅନୁଭୂତି ତୁ ମୋ ସ୍ପନ୍ଦନରେ ନେଇ ଆସିଲୁ 

ଏ କି ଉନ୍ମଦାନ ତୁ ମୋ ମନର ପ୍ରତ୍ୟକ କୋଣ ଅନୁକୋଣରେ ଭରିଦେଲୁ ।


ସତରେ ମୋ ସ୍ବପ୍ନ ରାଇଜର ରାଜକୁମାରୀ ହୋଇ କାଲି ରାତିରେ ତୁ ଆସିଲୁ

ବିନା ଶ୍ରାବଣରେ ମୋତେ ଏକ ଭିନ୍ନ ବର୍ଷାରେ ଭିଯାଇଲୁ ।


ଗୋରୀ ତୁ ସତରେ ମୋ ଦେହେ ଏ କି ରଙ୍ଗ ଲଗାଇଲୁ

ନ କହି ବି ବୋହୁ କଥା ମତେ ତୁ ଆଖିରେ ଆଖିରେ କହିଦେଲୁ ।


ସତରେ ଗୋରୀ ତୁ ଏ ଅବୁଝା ରାତିର ଅନାମିକା ନାୟିକା ସାଜିଲୁ

ମୋ ଜୀବନ ରାସ୍ତାରେ ସାଥି ହୋଇ ଚାଲିବାକୁ କହିତୁ ଦେଲୁ ।


ଗୋରୀ ତୁ ସତରେ ଏ କଣ କରିଦେଲୁ

ମୋ ପ୍ରତ୍ୟକ ନିଶ୍ୱାସରେ ତୋ ନା ଲେଖିଦେଲୁ ।



Rate this content
Log in

Similar oriya poem from Romance