Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Indrabadal Mohanty

Romance

2  

Indrabadal Mohanty

Romance

ତୋ ପ୍ରେମେ...

ତୋ ପ୍ରେମେ...

1 min
182


ଏ ନିଦକୁ ମୋର ଗଲା ରାତିରେ ଚୋରାଇ ନେଲୁ,


ଏ ଚଗଲା ହୃଦୟରେ ମୋର କେମିତି କେଜାଣି ତୁ ଘର କରିନେଲୁ


ଏ କି ଅପୂର୍ବ ଅନୁଭୂତି ତୁ ମୋ ସ୍ପନ୍ଦନରେ ନେଇ ଆସିଲୁ,


ଏ କି ଉନ୍ମଦାନ ତୁ ମୋ ମନର୍ ପ୍ରତ୍ୟକ କୋଣ ଅନୁକୋଣରେ ଭରିଦେଲୁ


ସତରେ ମୋ ସ୍ବପ୍ନ ରାଇଜର ରାଜକୁମାରୀ ହୋଇ କାଲି ରାତିରେ ତୁ ଆସିଲୁ,


ବିନା ଶ୍ରାବଣରେ ମୋତେ ଏକ ଭିନ୍ନ ବର୍ଷାରେ ଭିଯାଇଲୁ


ଗୋରୀ ତୁ ସତରେ ମୋ ଦେହେ ଏ କି ରଙ୍ଗ ଲଗାଇଲୁ,


ନ କହି ବି ବୋହୁ କଥା ମତେ ତୁ ଆଖିରେ ଆଖିରେ କହିଦେଲୁ


ସତରେ ଗୋରୀ ତୁ ଏ ଅବୁଝା ରାତିର ଅନାମିକା ନାୟିକା ସାଜିଲୁ,


ମୋ ଜୀବନ ରାସ୍ତାରେ ସାଥି ହୋଇ ଚାଲିବାକୁ କହିତୁ ଦେଲୁ


ଗୋରୀ ତୁ ସତରେ ଏ କଣ କରିଦେଲୁ,


ମୋ ପ୍ରତ୍ୟକ ନିଶ୍ୱାସରେ ତୋ ନା ଲେଖିଦେଲୁ


Rate this content
Log in

Similar oriya poem from Romance