STORYMIRROR

Gunanidhi Samal

Fantasy

4  

Gunanidhi Samal

Fantasy

ପାନ୍ଥଶାଳା

ପାନ୍ଥଶାଳା

1 min
425

ପାନ୍ଥଶାଳାର କାନ୍ଥ ଦେହରେ

ତୁମଛବି ସିନା ଆଙ୍କେ

ନିଃଶ୍ବ ମନର ଧ୍ୱସ୍ତ ସହରେ

ଅସୁମାରୀ ଛବି ଭାସେ।

ଭଗ୍ନ କୋଣାର୍କ ନଗ୍ନ ଦେହରେ

କୋଟି କାମକଳା ଛବି

ଅସ୍ତରବି ର' ବକ୍ର ଚାହାଣୀ

ବୁଝିପାରେ ଅନୁଭବୀ ।

ସ୍ୱପ୍ନ ଦେଖିବା ମନାନାହିଁ କା'ରେ

ଯେତେପାର ଛବି ଆଙ୍କ

ଦେଖିପାର ତୁମେ ଶୃଙ୍ଗାର ଖଚିତ

ମୋ'ଦେହର ନଗ୍ନ ରୂପ ।


Rate this content
Log in

Similar oriya poem from Fantasy