Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prabhati Mahapatra

Romance Fantasy Others

4  

Prabhati Mahapatra

Romance Fantasy Others

କେମିତି କହିବି

କେମିତି କହିବି

1 min
362


କେମିତି କହିବି ସ୍ମୃତି 

ଲାଗୁ ନାହିଁ ଭଲ

ଯେବେ ଠାରୁ ମୋ ଜୀବନୁ

ତୁମେ ଦୂରେଇଲ ।

ପ୍ରିୟା ଯେବେ ପାଶେ ଥିଲା 

ଦୁଃଖ ତ ନଥିଲା

ପ୍ରିୟା ଗଲା ପରେ ମୋର

ଭାଗ୍ୟ ଯେ ବୁଡିଲା ।

ଏବେ ଏକା ଏକା ବସି 

କାଟେ ମୁଁ ଜୀବନ

ଭୁଲି ପାରେ ନାହିଁ କେବେ

ପ୍ରିୟାର ବଦନ ।

ସେହି ମୋର ଦିିନ ରାତି

ସୁଖର ସାହିତ୍ୟ

ତା ପ୍ରେମ ପାଠକୁ ପଢି

ଅର୍ଜିିିଛିି ପାଣ୍ଡିତ୍ୟ ।

ମନ ତଳେ ଗୋପନରେ

ସାଇତି ରଖିଛି

ଅବୁଝା ମନକୁ ମୁହିଁ

ବୁଝାଇ ପାରିଛି ।

ତା ପ୍ରେମରେ ସିକ୍ତ ମୋର

ସର୍ବାଙ୍ଗ ଶରୀର

ଅମାନିଆ ମନ ଝୁରେ

ବୋହି ପ୍ରୀତି ଭାର ।

ଅନ୍ତରାଳେ କେତେ କଥା

ରହିଛି ଗଚ୍ଛିତ

କାହାକୁ କହିବ ନାହିଁ

ସ୍ମୃତି ତୁୁୁମେ ମିତ ।।



Rate this content
Log in