STORYMIRROR

Gopinath Jena

Romance

3  

Gopinath Jena

Romance

ତୁ ଖାଲି ତୁ

ତୁ ଖାଲି ତୁ

1 min
162

     ରାତିର ଆରମ୍ଭ ତୁ

     ସ୍ବପ୍ନର ଆରମ୍ଭ ତୁ 

ତୋଫା ଚାନ୍ଦିନୀ ରେ ନିଦ ଆରମ୍ଭରେ

    ତୁ ଖାଲି ତୁ ଖାଲି ତୁ

     ରାତିର ଆରମ୍ଭ ତୁ ।


ମିଠା ମିଠା ସ୍ବପ୍ନ ଝରେ ପ୍ରିୟା ତୋ କଥାରେ

ସାଥି କରି ସଜେଇଲୁ ମୋତେ ତୋ ରାତିରେ 

     ଗୀତ ର ଆରମ୍ଭ ତୁ

     ଗପ ର ଆରମ୍ଭ ତୁ

ବନ ହରିଣୀ ଟେ ମୋ ପ୍ରେମ ରାଇଜେ

     ତୁ ଖାଲି ତୁ ଖାଲି ତୁ

    ରାତିର ଆରମ୍ଭ ତୁ ।


ଗୋଲାପି ଗୋଲାପି ହସ ଗୋରୀ ତୋ ଓଠରେ

ସେ ହସର ଶିକୁଳିରେ ବାନ୍ଧି ନେଲୁ ମୋତେରେ

     ସ୍ମୃତିର ଆରମ୍ଭ ତୁ

     ପ୍ରୀତିର ଆରମ୍ଭ ତୁ

ବିନା ଫଗୁଣରେ ମହକୁଛୁ ଗୋରୀ 

     ତୁ ଖାଲି ତୁ ଖାଲି ତୁ

     ରାତିର ଆରମ୍ଭ ତୁ ।


Rate this content
Log in

Similar oriya poem from Romance