Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijayananda Nahak

Romance

3  

Bijayananda Nahak

Romance

ତୁମେ ନାହଁ ବୋଲି

ତୁମେ ନାହଁ ବୋଲି

1 min
199


ତୁମେ ନାହଁ ବୋଲି - କଟୁଛି ସମୟ ନିରୋଳାରେ

ତୁମେ ନାହଁ ବୋଲି - ନୀରବ ନିସ୍ତେଜ ଜୀବନରେ।


ତୁମେ ନାହଁ ବୋଲି - ଆଉ କାହା ହାତ ଧରି ନାହିଁ

ତୁମେ ନାହଁ ବୋଲି - ଆଉ କାହା ସହ ଚାଲୁ ନାହିଁ।


ତୁମେ ନାହଁ ବୋଲି - ହାତ ମୋରୋ ନାହିଁ, କା' ହାତରେ।

ତୁମେ ନାହଁ ବୋଲି - ପାଦ ନ ମିସାଏ କା' ପାଦରେ।


ତୁମେ ନାହଁ ବୋଲି - ଏକା ମୁ ବଞ୍ଚିଛି ଜିବନ ରେ

ତୁମେ ନାହଁ ବୋଲି - ହୃଦୟେ କାହାକୁ ରଖିନି ରେ।


ତୁମେ ନାହଁ ବୋଲି - ସମୟ କାହାକୁ ଦେଇନି ରେ

ତୁମେ ନାହଁ ବୋଲି - ଆଉ କା ' ଆଶ୍ରୟ ଲୋଡ଼ିନିରେ।


ତୁମେ ନାହଁ ବୋଲି - ନୂଆ ସମ୍ପର୍କଟେ ଗଢ଼ି ନାହିଁ କାହା ସହ

ତୁମେ ନାହ ବୋଲି - ଆଉ କାହା ଠାରେ କରିନାହିଁ ଜମା ମୋହ


ତୁମ ବିନା ଏକା ବଞ୍ଚିବା ଶିଖିଛି - ଆଗକୁ ବି ବଞ୍ଚିଯିବି

କଥା ଥିଲା ଦୁଇ ଶରୀର ହେଲେବି ଆତ୍ମା ପରା ଏକ ବୋଲି ।


Rate this content
Log in

Similar oriya poem from Romance