STORYMIRROR

Bijayananda Nahak

Inspirational

3  

Bijayananda Nahak

Inspirational

ମନ

ମନ

1 min
194

କେବେ ଦୁଃଖୀ କେବେ ସୁଖୀ

କେବେ ଉନ୍ମାଦର ପକ୍ଷୀ


କେବେ ଉଡ଼େ ଆକାଶରେ

କେବେ ଗଡେ ମାଟି ପରେ


କେବେ କୋହେ କାନ୍ଦି ଉଠେ

କେବେ ମନ ଖୋଲା ହସେ


ନାହିଁ ତାର ସ୍ଥିର ଧର୍ମ

କର୍ତ୍ତା ଗୁଣେ କରେ କର୍ମ


ଇନ୍ଦ୍ରିୟରେ ରାଜା ସେଇ

ସଂଯତରେ ଶ୍ରେଷ୍ଠ ହୋଇ


ତାକୁ ଯିଏ ଜିତି ଯାଇ

ଦୁନିଆରେ ସୁଖୀ ସେହି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational