Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijayananda Nahak

Classics

3  

Bijayananda Nahak

Classics

ଜୀବନ

ଜୀବନ

1 min
181


ଜୀବନ

କେବେ ଉଥାନ 

କେବେ ପତନ ।


ଜୀବନ 

କେବେ ହସ 

କେବେ ଲୁହ ।


ଜୀବନ 

କେବେ ଆଶ୍ଚର୍ଯ୍ୟ 

କେବେ ଅନିଶ୍ଚିତ ବି !!!


ବେଳେ ବେଳେ 

ଭାରି ମନେ ପଡେ

ଅତୀତ !


ପଛ ଦିନ

ମନେ ପଡ଼ନ୍ତି

କିଛି ଆପଣାର ମଣିଷ !!


କାହାକୁ କିଛି 

ଦେଇ-ହୁଏନି 

କି ନେଇ ବି ହୁଏନି ।


କେବଳ 

ଶୁଭ ମନାସି ଶୁଭେଚ୍ଛା

ବିଭୁ ଆଶୀର୍ବାଦ ଭିକ୍ଷା।


ଏତିକି ଯେ

ଶେଷ ସମ୍ପତି

ମୋହର କେବଳ ସଖା।



Rate this content
Log in

Similar oriya poem from Classics