Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

RAJANIKANT CHOUDHURY

Romance

3  

RAJANIKANT CHOUDHURY

Romance

ପ୍ରେମ

ପ୍ରେମ

1 min
123


ପ୍ରେମ ମୋର ଏକ ନିଆରା ନିଆରା

       ମନ ମୋର ପ୍ରେମ ପକ୍ଷୀ,

ସାଗର ବୁକୁରେ ପ୍ରେମ ର ସାମୁକା

         ରହିଯାଏ ମନ ଲାଖି।


ଅଜଣା ରାଇଜେ ମନ ହଜି ଯାଏ

     ପ୍ରେମର ବରଷା ହୋଇ,

ପ୍ରେମ ର ପରଶେ ମନକୁ ହରଷେ

       ଅନାମିକା ସେ ହୋଇ ।


ପାପ ପୁଣ୍ୟର ତରାଜୁ ରେ ଆଜି

       ପ୍ରେମ ପଡ଼ିଛି ବନ୍ଧା

ମରୁଭୂମି ର ମରୁ ବାଲି ରେ

     ଖୋଜେ ରଜନୀଗନ୍ଧା ।


ହସ କାନ୍ଦ ଭରା ଏ ଦୁନିଆ

    ପ୍ରେମ ଏଠି ଆଜି ପାପ

ମନର ଜଙ୍ଗଲେ ଲାଗିଛି ନିଆଁ

     ପାଣି ଏହି ଅଭିଶାପ ।


ନୀଳ ଆକାଶରେ ପ୍ରେମର ବିହଙ୍ଗ

     ଉଡ଼େ ଝାଡି ଦେଇ ପର

ମିଛ ଅବକାଶେ ଲୁଚିବାକୁ ଚାହେଁ

       ଏ ମଣିଷ ସ୍ୱାର୍ଥପର।



Rate this content
Log in

Similar oriya poem from Romance