STORYMIRROR

RAJANIKANT CHOUDHURY

Inspirational

4  

RAJANIKANT CHOUDHURY

Inspirational

**ପାପ ଆତ୍ମା** ରଜନୀକାନ୍ତ ଚୌଧୁରୀ

**ପାପ ଆତ୍ମା** ରଜନୀକାନ୍ତ ଚୌଧୁରୀ

1 min
300

ମନର ମନ୍ଦିରେ ଆସ ହେ ଠାକୁରେ 
ନିତି ପୂଜିବୀ ତୁମକୁ,,
କର୍ପୁର ଚନ୍ଦନ ସଜାଇ ଦେଇକି 
ପବିତ୍ର କରି ଆତ୍ମାକୁ,।।
ଫୁଲର ଶେଯରେ ଶୁଆଇବି ମୁହିଁ 
ସୁଗନ୍ଧ ଧୂପ ଯେ ଦେଇ,,
ଯୁଇ କନିଆର ଗୋଲାପ ମନ୍ଦାର 
ଧନ୍ୟ ତମ ପାଦେ ଥାଇ,।।
ଶ୍ରିଫଳ ଆଣିଛି ସମର୍ପି ଦେବି ମୁଁ 
ଶ୍ରଦ୍ଧାରେ ଭୋଗ ଲଗାଇ,,
ଏହି ଭୋଗ ଆଜି ଅମୃତ ହୋଇବ 
ମୁକ୍ତି ହେବି ତାକୁ ପାଇ,।।
କୋଟି ପୁଣ୍ୟବଳେ ଦର୍ଶନ ପାଇଛି 
ଆଡ଼ପ ମଣ୍ଡପ ଠାରେ,,
କେତେ ଯେ ପାପାତ୍ମା ମୁକତି ଲଭନ୍ତି 
ବଂଚିକୀ ବଡ କଷ୍ଟରେ,।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational