STORYMIRROR

RAJANIKANT CHOUDHURY

Inspirational

3  

RAJANIKANT CHOUDHURY

Inspirational

(ତୃଷ୍ନା) ରଜନୀକାନ୍ତ ଚୌଧୁରୀ

(ତୃଷ୍ନା) ରଜନୀକାନ୍ତ ଚୌଧୁରୀ

1 min
13

ସୁପ୍ତ ମରୁ ବାଲିରେ 
 ଅଦୃଶ୍ୟ ଧୂଳି କଣା,,,
ଅଫେରା ରାଇଜର 
ନଥାଏ ଚିହ୍ନା ଜଣା,।।
ସପନର ମନ୍ଦିର 
କେମିତି ଭାଙ୍ଗିଯାଏ,,,
କେହିନୁହେଁ କାହାର 
ଏକଥା କହୁଥାଏ,।।
ଘନ ଅନ୍ଧକାରରେ 
ମିଞ୍ଜିମିଞ୍ଜି ଆଲୋକ,,,
ବିନା ବାଧାବିଗ୍ନରେ 
କରିଦିଅ ପ୍ରକାଶ,।।
ପର୍ବତ ଶିଖରରେ 
ବାଦଲ ଆଚ୍ଛାଦିତ,,,
ହୃଦୟ ମାନସରେ 
ପାପରେ କବଳିତ,।।
କୋଇଲି କୁହୁତାନେ 
ସଙ୍ଗୀତର ମୂର୍ଚ୍ଛନା,,,
ବିଦ୍ୟାର ଗନ୍ଥାଘରେ 
ସରସ୍ଵତୀ ବନ୍ଦନା,।।
ଆକାଶରେ ବିହଙ୍ଗ 
ସାଗରରେ ଶାମୁକା,,,
ପୂର୍ବରେ ଦିବାକର 
ଭଙ୍ଗାଘରେ ଗଣିକା,।।
କଣ୍ଠରେ ସାତସୂର 
ଭାବରାଗ ଲୟରେ,,,
ତୃପ୍ତ ହୁଏ ତୃଷ୍ନାଯେ 
ଦେଖିରୂପ କାନ୍ତିରେ,।।







ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational