STORYMIRROR

RAJANIKANT CHOUDHURY

Tragedy

3  

RAJANIKANT CHOUDHURY

Tragedy

**ମନର କୋହ** ରଜନୀକାନ୍ତ ଚୌଧୁରୀ

**ମନର କୋହ** ରଜନୀକାନ୍ତ ଚୌଧୁରୀ

1 min
5

ମନର କୋହ ଆଖିର ଲୁହ 
କହିବି କାହାକୁ ଆଉ,,
ଯେତେ ଖୋଜିଲେ ମିଳିବ କିଏ 
ଜୀବନ ଟା ଚାଲିଯାଉ,।।
ଦୂରେଇ ଗଲେ ସବୁ ଯେ ଏଠି 
ପାଖେ ନ ରହନ୍ତି କେହି,,
ଧନ ଥିଲେ ସମ୍ପର୍କ ଯୋଡ଼ିବେ 
ନିଜର ହୋଇବେ ସେହି,।।
ଥକିପଡେ ଆଜି ସୂର୍ଯ୍ୟ ଚନ୍ଦ୍ର 
ଦେଖିକି ଦୁନିଆ ରୀତି,,
ଭଲ ଲାଗୁନି ଏସବୁ ଦେଖି 
ବଦଳି ଯାଉଛି ଗତି,।।
ଅଳପ ଦିନର ଏ ସଂସାର 
ବିଗିଡି ଗଲାଣି ସ୍ଥିତି ,,
ନିଜ କଥା ସବୁ ଚିନ୍ତା କରି 
ଭ୍ରାନ୍ତ ହୋଇଯାଏ ମତି,।।


Rate this content
Log in

Similar oriya poem from Tragedy