STORYMIRROR

Gangotri Priyadarshini

Abstract Fantasy Inspirational

3  

Gangotri Priyadarshini

Abstract Fantasy Inspirational

ବିବାହ

ବିବାହ

1 min
226


ବିବାହ ସମ୍ପର୍କ ଦୁଇ ହୃଦୟର

ଯୋଡ଼ି ଏ ତ ସ୍ୱର୍ଗୀୟ ଗଢ଼ିଥାନ୍ତି ନିଜେ ଈଶ୍ୱର

ଜୀବନ ସାଥି ସାଜି ସବୁ ଜନମେ

ରହିବ ହେ ପ୍ରିୟ କଥା ଦିଆ ହେ ତୁମେ

ସୁଖ ଦୁଃଖରେ ସାଥି ଏକା ତୁମେ ମୋର

ଆସୁ ପଛକେ ଝଡ ଝଞ୍ଜା ଜୀବନେ

ଛାଡିବାନି କେହି କାହାକୁ ସପନେ କି ଜାଗରଣେ

ବର କନିଆ ହୋମ ନିଆଁର ସାକ୍ଷୀ

ଦେବା ନାହିଁ କେହି କାହାକୁ ଠକି

ଜଗତ ସାଇଁ ରଖିବେ ଘଣ୍ଟ ଘୋଡେଇ

ବିବାହ ଆମର ଯିବ ସଫଳ ହୋଇ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract