ଉତ୍କଳ କାବ୍ୟ
ଉତ୍କଳ କାବ୍ୟ
ଉମା ଉଷା ଉଲ୍ଲାସିତ ଉତ୍ଫୁଲ
କାନନେ କୁୁସୁମ କେଳି କଲ୍ଲୋଳ
ଦେଖ ଦୃୃଷ୍ଟି ଦ୍ରୁମ ଦୋରଙ୍ଗି ଦ୍ରଷ୍ଟି
ସୁନ୍ଦର ସୁଷମ ସୁୁଖଦ ସୃଷ୍ଟି ।
ବନେ ବନେ ବୃୃୃକ୍ଷ ବୃଷ୍ଟି ବନିିତା
କଳି କି କିଶୋରୀ କୃଷ୍ଣ କବିତା
ଉତ୍କଳେ ଉତ୍ସବ ଉଷା ର ଉତ୍ସ
ବନେ ବାରି ବିଶ୍ୱ ବନ୍ଦୀତ ବତ୍ସ ।
ଉତ୍କଳ ଉତ୍ସବ ଉଷ୍ଣ ଉଭାରି
ମୁୁରଲୀ ମାଧବ ମାୟା ମୁରଲୀ
ଜୟ ଜଗନ୍ନାଥ ଜୟ ମୁରାରୀ
ହରେ ହରେ ହୃଦ ହୃଦୟଧାରୀ ।
ଧନ୍ୟ ଧାନ ଦେଶ ଧ୍ରୁବ ଧଉଳି
ପ୍ରଣିପାତ ପ୍ରିୟେ ପିୟୁସ ପାଳି
ଇତିହାସ ଇହ ଈଶ୍ୱର ଈଷ
ଉତ୍କଳ ଉଷାରେ ଉଶ୍ୱାସ ଉତ୍ସ ।
କଳିଙ୍ଗ କିିଶୋରୀ କାମିିନୀ କୁୁୁଦ
ମାଣିକ ମାଣିକ୍ୟ ମୟୁରୀ ଦଗ୍ଧ
ଦହି ଦେବା ଦିଅଁ ଦୃଷ୍ଟି ଦର୍ଶିଛି
ମୁକ୍ତି ମୋକ୍ଷ ମୃଦଙ୍ଗ କୁ ପିଟିିିଛି ।
ବନେ ବନ୍ଦିତ ବାୟୁ ଭୂଷଣିି
ସମୁଦ୍ର ସଦୟ ଶୋହେ ସବାରୀ
ଉତ୍କଳ ଉଶ୍ୱାସ ଉନ୍ମାଦ ଉଁଏ
ହୃଦୟ ହାରେ ହରେ ଅଭୟେ ।
ଜୟ ଜୟ ଜୟ ଜଗତନାଥ
ଉତ୍କଳ ଉଭାରି ବିିଶ୍ୱ ବନ୍ଦିତ
ଜୟ ଜୟ ଜୟ ଉତ୍କଳ ମୋର
ବିିଶ୍ୱ।ସ ବିଶ୍ୱ ରେ ସ୍ୱତନ୍ତ୍ର ଯା'ର ।
ପ୍ରଣାମ ପ୍ରିୟ ମୋ ଉତ୍କଳ ମାଆ
କୋଟି କୋଟି ପ୍ରାଣ ସାହାସ ସାହା
ଜୟ ଜୟ ଶତ ପ୍ରଣାମ ତତେ
ଚାରୁ ସୌନ୍ଦର୍ଯ୍ୟ ରେ ମଥା ଟି ପାତେ ।
ବନ ଭୂମି ବିିିଶ୍ୱ ବନ୍ଦିତ ବଧୂ
ମନ୍ଦିର ମାାଳିନୀ ମମତା ମଧୁ
ବଡ ଖିଆ ବଡ଼ ବାମନ ବିନ୍ଦୁ
ଭଜନ ବିିିହାରୀ ମୋକ୍ଷ ର ସିନ୍ଧୁ ।
