ମିତା ମୁଁ ତୁମକୁ ଦେଖୁଅଛି
ମିତା ମୁଁ ତୁମକୁ ଦେଖୁଅଛି
ମିତା ମୁଁ ତୁମକୁ ଦେଖୁଅଛି!
ପହିଲି ବର୍ଷ ଭିଳା ଳଢ଼ଳ ଆଖୁର
ଆସଂତ୍ରଣରେ ମୋଘମହ୍ଲାରରେ
ବନବିହଂଗୀର ମହୁଲି
ନୃତ୍ୟର ତାଳେ ତାଳେ
ଏକ ଅଦଭୂତ ଏ ଯାବତ୍ ଅନୁଭୂତ ରୋମାଂଚଭରା
ଶିହରଣରେ ।
ତୁମକୁ ମୁଁ ଦେଖୁଥିଲି !
ପ୍ରିୟ ବାଧବୀର ସର୍ବପ୍ରଥମ ଅଭେଦୀ ଦୃଷ୍ଟିର ଆତୁ
ନୀରିକ୍ଷଣରେ
ବାସର ରାତିର ଅଭିସାରିକାର ସମର୍ପଣ ମୁଦ୍ରାରେ
କୋଣାରକର ଝାଉଁବଣରେ
ହୃଦୟର ଗଭୀରତମ
ପ୍ରଦେଶରେ
ତୁମକୁ ମୁଁ ଦେବି !
ଐକ୍ୟ, ଶାନ୍ତି, ସଂପ୍ରୀତି, ସମୃଦ୍ଧିର ସୁନୀଳ ସ୍ଵପ୍ନରେ
ଗଣତ୍ରର ଜାଗ୍ରତ ପ୍ରହରୀର ସ୍ବର୍ଣ୍ଣାଭ ସକାଳରେ
ଏକ ନୂତନ ଆରଂଭରେ ବିବର୍ତ୍ତନର ପୃଥକ୍ ଏକ
ପରିଭାଷାରେ
ଏବେ ମନର ମାନସୀ ମୋର,
ସ୍ୱୀକାରି ନିଅ ମୋର ପ୍ରେମ ନିବେଦନ
ଅଭିସାରିକା ସାଜି ହରି ନିଅ ମୋର ସମସ୍ତ କୂତି ସକଳ
ବେଦନା
ଭରିଦିଅ ମୋ ଜୀବନରେ ସ୍ବର୍ଗୀୟ ସୁଖର ତାଜମହଲ
ପୂର୍ଣ୍ଣଛେଦ ଟାଣ
ଦୀପତ୍ୟ ଜୀବନର ସମସ୍ତ ମାନ
ଅଭିମାନର
ଭୁଲ ବୁଝାମଣାରେ ଗାଳି ଗୁଲଜରେ
ବଂଦ କର ସକଳ କ୍ଷୋଭ, ଗ୍ଳାନି, ଛଳନା ଓ ଅବଶୋଷ
କୌମୁଦି ସୌରଭ ଭରା ଆତମି କ ପ୍ରେମର
ଆଲୋଡନରେ
ଛିଡିଯାଉ ବିଦ୍ବେଷ, ସଂକୀର୍ଣ୍ଣ ସ୍ଵାର୍ଥ, ପରଶ୍ରୀକାତରତାର
ପୁଂଖଳ
ଏକ ମହାଜାଗତିକ ଚ୍ୟତା ଓ ଚେତନାରେ
ସମୀତ୍ୟଭରା ଆମ ବିବାହିତ ଜୀବନ
ଇଂଘିଯାଉ ଉଇଂଗ ମହେନ୍ଦ୍ର
ମହୋଦଧ୍ଵ ଓ ମହାପ୍ରାଚୀର
ଚିର ସ୍ଵାଧୀନତାର ଶେଷ ସ୍ପର୍ଶରେ ଝୁକତ ହେଉ ଆମ
ଜୀବନଯାତ୍ରା
ଯେଉଁ ପରି ଏକ ଯୁଗପୁରୁଷକ ଧରାବତରଣରେ
ସମାଜରେ ଆସେ ଏକ ବୈପ୍ଳବିକ ପରିବର୍ତ୍ତନ
ସମୃଦ୍ଧି, ପ୍ରଗତି ଓ ବିକାଶର ଜୟଯାତ୍ରାରେ ଦୂରେଇଯାଏ
ସମସ୍ତ ବୈଷମ୍ୟ ବିଭେଦ
ଯାବତୀୟ ମୌଳବାଦୀ, ବିଚ୍ଛିନ୍ନତାବାଦୀ, ଆତଂକବାଦୀ
ଉଦଗୀରଣ ହୁଏ ନିର୍ବାପିତ
ଶ୍ରେଣୀ ବୈଷମ୍ୟଭରା ପ୍ରଦୂଷିତ ସାମାଜିକ ବ୍ୟବସ୍ଥାର
ସ୍ଵପ୍ନ ହୁଏ ସୁଦୂରପରାହତ
ଏକ ଅନ୍ୟତ ଆରଂଭର ଦୃଢ଼ ସଂକଳ୍ପରେ
ମାନବ ସମାଜ ହୁଏ ଉଦଜୀବିତ
ଅତିମାନସ ସ୍ତରୀୟ ଚେତନାରେ ପ୍ରଭାବିତ
ସାଧାରଣ ମଣିଷ ଗାଏ ମୁକ୍ତିର ସୁନୀଳ ସଂଗୀତ
ସଚେତନ, ସ୍ଵାଧୀନ, ସାର୍ବଭୌମ ଗଣତା ତ୍ରିକ
ରାଷ୍ଟ୍ରନୀତିର
ଶାନ୍ତିଭରା ସଂଦେଶରେ ସସାଗରା ଧରା ହୁଏ ପ୍ରଙ୍କପିତ
ରାଜନୀତି, କୂଟନୀତି, ସଂସ୍କୃତି, ବିଚାର ବ୍ୟବସ୍ଥା ହୁଏ
ଦୁର୍ନୀତି ମୁକ୍ତ
ସର୍ବୋପରି ! ସୁଅ ।ମୁହଁର କାଗଜଗାର ଶୋକରେ
ମିତା ଲାଭ କରେ ଏକ ପୃଥକୁ ପରିଭ ।

