ମୋହିନୀ ମୌସୁମୀ
ମୋହିନୀ ମୌସୁମୀ
ମସୃଣ ସ୍ପଟିକସମ ଆଇନାରେ
ଜୀବନୁଧ୍ୟାର ଚିତ୍ରିତ କାନଭାସ୍ ।
ମୃତ୍ୟୁ ଅତିଥର ଉପସ୍ଥିତିରେ ଆନମନା ମୌସୁମୀ
ବିଷାଦ ଯୋଗରେ ପର୍ଯ୍ୟବେସିତ ବାରୀଗନାର ବରଣମାଳା ।
ଅଯୋନି ସଂଭୂତା, ଅନଂତ ଯୌବନା ଅପୂର୍ବ ଅପରୂପ ମୌସୁମୀ ।
ଅପାପବିନ୍ଧା, ଆମ୍ବିକ ଆଲୋଡନର ରୂପସୀ ନାୟିକା
ଚପଳବଂଦା, ନୃତ୍ୟରତା ବନବିରଂଗୀ ସେ କାବ୍ୟ ନାୟିକା ।
ପ୍ରତିଫଳିତ ହୁଏ ପ୍ରତିନିର ପ୍ରତିବୈବରେ
ମୃତ୍ୟୁର ମୃଦୁ ଫୁଜରଣର ଗୁମରିତା ମୌସୁମୀ
ମୃତ୍ୟୁ ମୌସୁମୀର ଅପୂତପୂର୍ବ ଲାସ୍ୟମୟୀ ଛଟାରେ ।
ବିରହ ବିଦଗୁ ଯକ୍ଷ ଅସହାୟତାର ଆତ୍ମଲିପି
ପୁନଃ ପୌନିକ ରାତିରେ ଋତୁଭ୍ୟସ୍ତା ମୌସୁମୀ
କ୍ଷୁଧାର ଗଜଲରେ ପରିସ୍କୁଟ ବେଦନା ଅସୀମା
ସପ୍ତଭୁକ୍ ସହରରେ ଝରାଶେଫାଳୀର ରାତ୍ରି
ଓଁକାରୀର ଝିଝି ଶବ୍ଦ ଓ କୋଇଲିର କୁହୁରଂଜନ
ଅଦ୍ୟା ମୌସୁମୀର ମୃତ ଅବୟବରେ ଧର୍ଷଣର ପଦଚିହ୍ନ
ମୌସୁମୀ ଶିଖେଇଗଲା- ନିଜେ ମରି ଅନ୍ୟକୁ ବଂଚିବାର କଳା ।
ଓ ଭୋକର ଭୂଗୋଳରେ କାମନା ବାସନାର ନିଜ ରୂପାୟନ
ମେଗଦୂତ ପଠେଇଛି ବିଦ ଯୋଗର ବିବର୍ତ୍ତିତ ପରିଭାଷା
ମୌସୁମୀ କରିଛି ସଂପର୍କକୁ ସୁରମ୍ୟ- ଦେଇଛି ସୃଜନଶଶୀଳତାକୁ
ଭିନ୍ନ ଏକ ଦିତ ।
