STORYMIRROR

Sarmistha Palai

Classics

4  

Sarmistha Palai

Classics

ରାକ୍ଷୀ

ରାକ୍ଷୀ

1 min
351

ସ୍ନେହ ମମତାର ଅତୁଟ ବନ୍ଧନ ରାକ୍ଷୀ

ଭାଈ ଭଉଣୀର ବିଶ୍ୱାସ ବନ୍ଧନ ହେଉଛି ରାକ୍ଷୀ

ଗୋଟେ ମାତାର ଗର୍ଭରୁ ଜନ୍ମ ହୋଇ

ପିଲା ଦିନୁ ଏକାଠି ଶୋଇବସି ଖେଳି

ବଡ ହୋଇ ଯେଉଁ ଅତ୍ମୀୟ ଭାବ ଉତ୍ପର୍ନ ହୁଏ ତାହା ଭାଈ ଭଉଣୀର ପବିତ୍ର ସମ୍ପର୍କ

ଭଉଣୀକୁ ପ୍ରତ୍ୟେକ ବିପଦରୁ ଉଦ୍ଧାର କରେ ଭାଈ

ସୁଖ ଦୁଃଖ ହାନି ଲାଭ ସବୁ ଥିରେ

ପ୍ରତି ମୁହୂର୍ତ୍ତରେ ସାଥି ହୁଏ ଭାଈ।

ଭଉଣୀ ଯେଉଁ ବିଶ୍ୱାସର ରାକ୍ଷୀ

ଭାଈ ହାତରେ ବାନ୍ଧି ଦେଇ ଥାଏ

ସେଇ ବିଶ୍ୱାସ ଭରଷାକୁ ଭାଈ ସାରା ଜୀବନ

କେବେ ଭାଙ୍ଗିବାକୁ ଦିଏ ନାହିଁ।

ରାକ୍ଷୀ କେବଳ ସୁତାର ଡୋରୀ ନୁହେଁ

ଏହାତ ବିଶ୍ୱାସ ଓ ମମତାର ଡୋରୀ

ଭାଈ, ଭଉଣୀର ପବିତ୍ର ସମ୍ପର୍କର ପ୍ରତୀକ ରାକ୍ଷୀ।

କବୀ ତେଜସ୍ୱିନୀ ଶର୍ମିଷ୍ଠା ପଲାଇ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics