ମନେପଡ଼ ତୁମେ
ମନେପଡ଼ ତୁମେ
ତୁମ ନୀରବତାକୁ
କେତେ ବା ସହିବି।
ଯେବେ ନିଦ ଶୋଇଯାଏ
ରାତିର କୋଳରେ,
ମନେପଡେ ତୁମ କଥା।
ଝରକା ଫାଙ୍କରେ
କବାଟ କୋଣରେ,
ତୁମ ସ୍ମୃତି ହାତ ଠାରି ପାଖକୁ ଡାକେ,
ବିନା ମେଘରେ ମୁଁ ଭିଜିଯାଏ।
ବିନା ତୁଳୀ ବିନା ରଙ୍ଗରେ,
ମନର ବେଳାଭୂମିରେ ତୁମ ଛବି ଗଢେ।
ତୁମ ନୀରବତାକୁ
କେତେ ବା ସହିବି।
ଯେବେ ନିଦ ଶୋଇଯାଏ
ରାତିର କୋଳରେ,
ମନେପଡେ ତୁମ କଥା।
ଝରକା ଫାଙ୍କରେ
କବାଟ କୋଣରେ,
ତୁମ ସ୍ମୃତି ହାତ ଠାରି ପାଖକୁ ଡାକେ,
ବିନା ମେଘରେ ମୁଁ ଭିଜିଯାଏ।
ବିନା ତୁଳୀ ବିନା ରଙ୍ଗରେ,
ମନର ବେଳାଭୂମିରେ ତୁମ ଛବି ଗଢେ।