STORYMIRROR

Chandan Soni

Abstract

3  

Chandan Soni

Abstract

ବଦ୍‌ଲ ବିଧିର୍‌ ବିଧାନ୍‌

ବଦ୍‌ଲ ବିଧିର୍‌ ବିଧାନ୍‌

1 min
191


ଏନ୍‌ତା ସଁସାର୍‌ ମତେ ନାଇଁ ଦର୍‌କାର୍‌

ଜାଏତ୍‌ ଧର୍‌ମର୍‌ ଭେଦ୍‌...

ଧନୀ ଗରିବ କଲା ଗୁରା ଭାବି

   ଲୋକ୍‌ କରନ୍‌ ପ୍ରେମ୍‌ ଛେଦ୍‌ ।

ବଦଲ ବିଧିର୍‌ ବିଧାନ୍‌.....

       ପ୍ରେମ୍‌ ନାଇଁ ହେଉ ଅପମାନ୍‌ ।


ହିଁସା ହଁକାର୍‌ କୋର୍‌ କପଟ୍‌ ଭରା

ଲୋକ୍‌ମାନ୍‌କର୍‌ ମନ୍‌...

ଭାବକେ ଛାଛି ସଭେ ମରୁଛନ୍‌

       ହେଇ କରି ଧନ୍‌ ଧନ୍‌ ।

ବଦଲ ବିଧିର୍‌ ବିଧାନ୍‌.....

      ପ୍ରେମ୍‌ କରି ନାଇଁ ଯଉ ଜାନ୍‌ ।

 

ମୁନୁଷ୍‌ ଭିତ୍‌ରେଁ ମୁନୁଷ୍‌ପନ୍‌ 

ସମ୍‌କର୍‌ ଥାଉ ପୁରି...

ପ୍ରେମର୍‌ ବାଟେଁ ସଭେ ଚାଲୁଥନ୍‌

      ହେଇ ହାତ୍‌ ଧରା ଧରି ।

ବଦଲ ବିଧିର୍‌ ବିଧାନ୍‌.....

         ମୁନୁଷ୍‌ ସଭେ ସମାନ୍‌ ।



Rate this content
Log in

Similar oriya poem from Abstract