STORYMIRROR

Sudhashree Bhattamisra

Abstract

3  

Sudhashree Bhattamisra

Abstract

ପ୍ରେମ

ପ୍ରେମ

1 min
251

ପ୍ରେମ ଚିରନ୍ତନ

ପ୍ରେମ ଶାଶ୍ୱତ

ପ୍ରେମ ଅମର

ପ୍ରେମ ସ୍ବର୍ଗୀୟ

ପ୍ରେମ ଐଶ୍ଵରୀୟ

ଆଜି କିନ୍ତୁ

ପ୍ରେମର ପରିଭାଷା ଯେମିତି

ସେଦିନର

କେଦାର ଗୌରୀ

ଯେମିତି ଗୋପିପ୍ରେମ

ଯେମିତି ରାଧାକୃଷ୍ଣ

ଆଜି କିନ୍ତୁ ବଦଳିଯାଇଛି

ପ୍ରେମର ପରିଭାଷା

ମରିଯାଇଛି ବିଶ୍ୱାସ

ପ୍ରେମ ଏକ ପକ୍ଷୀଟିଏ

ପ୍ରେମ କିନ୍ତୁ

ଅମର, ଶାଶ୍ୱତ, ଚିରନ୍ତନ

ମୃତ୍ୟୁ ନାହିଁ

କ୍ଷୟ ନାହିଁ ତାର

ଆଜି କିନ୍ତୁ

ବଦଳି ଯାଇଚି ପ୍ରେମ

ପ୍ରେମ ଅଢେଇ ଅକ୍ଷର

ପ୍ରେମ ଅଢେଇ ଦିନିଆ

ସେଦିନର ଭକ୍ତି ପ୍ରେମ ହିଁ

ମୋକ୍ଷର ମାର୍ଗ

ଆଜିର ପ୍ରେମ କିନ୍ତୁ ନିଶା

ଭିନ୍ନ ରକମର

ଯେଉଁଠି ହେଇଥାଏ

ବିଶ୍ୱାସ ର

ଅପମୃତ୍ୟୁ

ବଦଳିଗଲାଣି

ପ୍ରେମର

ପରିଭାଷା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhashree Bhattamisra

ଠିକଣା

ଠିକଣା

1 min ପଢ଼ନ୍ତୁ

ତମେ

ତମେ

1 min ପଢ଼ନ୍ତୁ

ଆକାଶ

ଆକାଶ

1 min ପଢ଼ନ୍ତୁ

ଶବ୍ଦ

ଶବ୍ଦ

1 min ପଢ଼ନ୍ତୁ

ଜୀବନ

ଜୀବନ

1 min ପଢ଼ନ୍ତୁ

ମୁଁ

ମୁଁ

1 min ପଢ଼ନ୍ତୁ

Similar oriya poem from Abstract