Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pradeep Biswal

Abstract

3  

Pradeep Biswal

Abstract

କିଏ ସେ ଶ୍ରେଷ୍ଠ

କିଏ ସେ ଶ୍ରେଷ୍ଠ

1 min
224


ମଣିଷ ଜନମ ସଭିଏଁ ନେଇକି

                 ସଭିଏଁ ଗରବ କରେ l

ନିଜ ନିଜର ଭାବନା ଭିତରେ

          ନିଜକୁ ହଜେଇ ଦିଏ l


କିଏ କହୁ ଥାଏ ମୁଁ ଯେ ଶ୍ରେଷ୍ଠ

                 ସେ କିମ୍ପା ହେବ ଶ୍ରେଷ୍ଠ l

କିଏ କହୁ ଥାଏ ମୁଁ ଯେ ଶ୍ରେଷ୍ଠ

                ସେ କିମ୍ପା ହେବ ଶ୍ରେଷ୍ଠ l


ମୁଁ ଗଢ଼ିବି ମୋ ଦୁନିଆକୁ 

             ଜଗତେ ବୋଲିବି ଶ୍ରେଷ୍ଠ l

ମୁଁ ଭାବୁଛି କି ଆମେ ତ ମଣିଷ

       କୁହନ୍ତି ସମସ୍ତେ ଜଗତେ ଶ୍ରେଷ୍ଠ l


କିନ୍ତୁ କଣ ପାଇଁକି ଏମିତି ଭାବିବା

        କି ମୁଁ ଶ୍ରେଷ୍ଠ ଆଉ ସେ ନୀଚ l

ଆହେରେ ମଣିଷ ନା ତୁମେ ଶ୍ରେଷ୍ଠ

                ନା ସେ, ଅବା ଆଉକିଏ l


ଶ୍ରେଷ୍ଠ ତ ହଉଛି ଜଣେ

               ସେ ଆଉ କେହି ନୁହଁ l

ସେ ହେଉଛନ୍ତି ତ ପରମେଶ୍ୱର

           ତିନି ଭୁବନରେ ସର୍ବଶ୍ରେଷ୍ଠ l


Rate this content
Log in

Similar oriya poem from Abstract