Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Priyashree Baula

Abstract

3.6  

Priyashree Baula

Abstract

ସମ୍ପର୍କର ନଦୀ ତୀରେ

ସମ୍ପର୍କର ନଦୀ ତୀରେ

1 min
220


ସମ୍ପର୍କ ର ନଦୀ ତୀରେ 

ମୁୁଁ ଯେ ଏକ ଅଜଣା ପଥିକ, 

ଜାଣେ ନାହିଁ ପଥ ମୋର

ଲମ୍ବିିିଛି ଯେ କେତେ ଦୂର । 

ତଥାପି ଚାଲିଛିି ମୁଁ, ପଡିନାହିଁ ଥକି

ସମ୍ପର୍କ ର ମୂୂୂଳଦୁଆ ବିିିଶ୍ବାସ ଅଟଇ, 

ବିିଶ୍ବାସ ଟି ଭାଙ୍ଗି ଗଲେ, 

ସମ୍ପର୍କ ରେ ଦାଗ ଲାଗିଯାଏ


Rate this content
Log in

Similar oriya poem from Abstract