STORYMIRROR

Priyashree Baula

Abstract

2  

Priyashree Baula

Abstract

ମୁଁ ଓଡ଼ିଆ ଭାରି ବଢିଆ

ମୁଁ ଓଡ଼ିଆ ଭାରି ବଢିଆ

1 min
180

ଜନ୍ମ ମୋର ଓଡ଼ିଶା ମାଟିରେ

ଜାତି ମୋର ଓଡ଼ିଆ,

 ସେଥିପାଇଁ ଗର୍ବିତ ମୁୁଁଁ

 ଭାଷା ମୋ ଭାରି ବଢିଆ । 


ସବୁଠୁ ପ୍ରିୟ ମୋ ଓଡ଼ିଆ ସଂଗୀତ

ବନ୍ଦେ- ଉତ୍କଳ- ଜନନୀ 

ସବୁଠୁ ପ୍ରିୟ ମୋ ଓଡ଼ିଆ ଖାଦ୍ୟ

ପଖାଳ, ଶାଗ ସାଙ୍ଗକୁ ବଡିିିିଚୁରା । 


ସେଥିପାଇଁ ଗର୍ବିତ ମୁୁଁଁ, ଗର୍ବରେ କହୁଛି

ମୁୁଁ ଓଡ଼ିଆ ଭାରି ବଢିଆ 

ସମ୍ମାନ କରେ ମୋ ଜାତି ଓ ମାତୃଭାଷାକୁ, 

ତା ଲାଗି ବୀରତ୍ୱ ର ସହ କହୁଛି 

ମୁୁଁ ଓଡ଼ିଆ ଭାରି ବଢିଆ । 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract