Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Priyashree Baula

Abstract

2  

Priyashree Baula

Abstract

ଶୀର୍ଷକ-ଗ୍ରୀଷ୍ମ

ଶୀର୍ଷକ-ଗ୍ରୀଷ୍ମ

1 min
99


ବସନ୍ତର ଶେଷେ ଗ୍ରୀଷ୍ମର ପ୍ରବେଶେ

ଆସଇ ଧରାକୁ ଓହ୍ଲାଇ 

ସାଥେ ଉତ୍ତପ୍ତ ସମୀର ନେଇ । 

ପ୍ରଚଣ୍ଡ ରୌଦ୍ରର ତାପେ, 

ପଇଡ଼, ତାଳର ବଢଇ ଆଦର

ଆଦର ପୁଣି ଆଖୁରସର । 

ଗ୍ରୀଷମର ମାସେ ପ୍ରତି ଅପରାହ୍ନେ

ଧ୍ବଂସ ରଚେ ଆସିି କାଳବୈଶାଖୀ । 

ତାଣ୍ଡବ ରୂପ ଦେଖାଇ ତାହାର

ବହୁ ଧନ ଜୀବନ ନଷ୍ଟର ହୁଅଇ କାରଣ । 

ଗ୍ରୀଷ୍ମ ମାସର ବିଷୁବ ସଂକ୍ରାନ୍ତି ଠାରୁ

ସୂର୍ଯ୍ୟଙ୍କର ତାପ ହୁଅଇ ପ୍ରଖର । 


Rate this content
Log in

Similar oriya poem from Abstract