Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Priyashree Baula

Abstract

3  

Priyashree Baula

Abstract

ଦୀପଶିଖା

ଦୀପଶିଖା

1 min
193


ଅନ୍ୟର ମଙ୍ଗଳ ପାଇଁ 

ପ୍ରଭୁଙ୍କ ଚରଣେ ନୀତି ମୁଁ ଜଳେ 

ଦୀପଶିଖାଟିଏ ହୋଇ । 

ବୋଧହୁଏ ଜନମିଛି ମୁହିଁ

ଜଗତ କଲ୍ୟାଣ ସାଧିବା ପାଇଁ । 

ମୁଠାଏ ମାଟି ଓ ଆଞୁଳେ ଜଳକୁ ନେଇ

ଦୀପର ଆକୃତି ଦେଇଥାଏ ମୋତେ, 

କୁମ୍ଭାର ଭାଇ । 

ସଞ ଓ ସକାଳେ ନୀତି ମୁଁ ଶୋଭାପାଏ, 

ତୁଳସୀ ଚଉଁରା ମୂଳେ । 

ସଞ ବତୀଟିଏ ହୋଇ

 ନିଜେ ଜଳି ଜଳି ଜଗତ ଜନକୁ 

ପ୍ରଦୀପ ପ୍ରଦାନ କରୁଥାଏ ମୁହିଁ, 

ଦୀପଶିଖାଟିଏ ମୁଁ ଦୀପଶିଖାଟିଏ । 



Rate this content
Log in

Similar oriya poem from Abstract