STORYMIRROR

Priyashree Baula

Abstract

3  

Priyashree Baula

Abstract

" ଶିଶୁଟିଏ ମୁଁ "

" ଶିଶୁଟିଏ ମୁଁ "

1 min
187


କଣ୍ଟା ବିହୀନ ଛୋଟ ପାଦପରେ 

କୋମଳ ଫୁୁୁୁଲଟେ ମୁଁ । 

ସମୁୁଦ୍ରବେଳା ରୂପକ ସଂସାରେ

ବାଲିଗରଡାଟେ  ମୁଁ । 

ପାହାନ୍ତି ଆକାଶେ ଶୋଭା ପାଉଥିବା

ଟିକି ତାରାଟିିିଏ ମୁଁ । 

 ପୂର୍ଣ୍ଣମୀ ତିଥିରେେ ଉଜ୍ଜ୍ବଳ ଗଗନେ

ଗୋଲ୍ ଜହ୍ନଟିଏ ମୁଁ । 

ପ୍ରକୃତି ରାଣୀର କୋଳମଣ୍ଡନ ପାଇଁ

କୋମଳମତୀ ଶିିିଶୁଟିଏ ମୁଁ  । 

କୋମଳ ଓଠରେ ମଧୁର ହସରେ

ସଂସାରକୁ ଜିଣେ ମୁଁ , 

 ଶିଶୁଟିଏ  ମୁଁ  । 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract