STORYMIRROR

Priyashree Baula

Others

3  

Priyashree Baula

Others

"ଗଛ"

"ଗଛ"

1 min
249

ପାଦପ ଯେ ତୁହି 

ମଣିଷ ସଦୃଶ ହୋଇ, 

ଟୋପେ ପାଣି ପାଇ, 

ଭୂମିରେ ରହି ମନ୍ଜିରୁ ଜନ୍ମ ନେଇ 

ଜଳ, ବାୟୁ, ସାରକୁ ଖାଇ , 

ଛୋଟରୁ ବଡ ହୁଅଇ ।

 ତୋ ଦେହେ ଫୁଲ ଧରଇ 

ଫୁଲରୁ ଯେ ଫଳ ହୋଇ

ଜୀବଜଗତର ଉପକାର କରିଥାଉ ତୁହି । 


Rate this content
Log in