STORYMIRROR

Priyashree Baula

Others

3  

Priyashree Baula

Others

ଥିଲି ମୁଁ ଅର୍ଥହୀନ

ଥିଲି ମୁଁ ଅର୍ଥହୀନ

1 min
182

ଗୋଟେ ଅଜଣା ଦୁନିଆରେ

ଅଚିିହ୍ନା ସହରଟେ ଥିଲି ମୁଁ । 

ଗୋଟେ ଶବ୍ଦମାଳ ରୂପକ ସମୁଦ୍ରରେ

କେଇପଦ ଥିଲି ମୁଁ ଅର୍ଥହୀନ । 

କିଛି ପରିିଚୟ ଥିଲା ମୋର, 

ଦୁର୍ଭାଗ୍ୟବଶତଃ 

ସେ ସବୁର ବ୍ୟବହାର ନଥିଲା । 

କେହି ଜଣେ ଅଜଣା ବ୍ୟକ୍ତିଙ୍କ

ନଜରରେ ଆସିଲି ମୁଁ । 

ମୋର ଅସଜଡା ରୂପକୁ ଦେଖି , 

ସଜାଡିଲେ ସେ ମୋତେ

ପରିିିିଶେଷରେ ଏକ ରୂପ ଦେଲେ

  ସେ  ମୋର । 

 ଅନାମିକାରୁ ନାଆଁ ହେଲା

  ମୋର କବିିିତା । 

ସେ ଅଚିହ୍ନା ବ୍ୟକ୍ତି ଜଣଙ୍କ ଥିଲେ

 ମୋର ଲେଖିକା  । 



Rate this content
Log in