STORYMIRROR

Priyashree Baula

Abstract

3  

Priyashree Baula

Abstract

ମା' ପରି କିଏ ହେବ

ମା' ପରି କିଏ ହେବ

1 min
207

ମା' ପରି କିଏ ହେବ

ଖାଉ ନ ଥିଲେ ସେ ଖୁୁୁଆଇ ଦେବ

ଶୋଉ ନଥିଲେ ମୁଣ୍ଡକୁ ଆଉଁସି, 

ନାନା ଗପ କହି ଶୁଆଇଦେବ । 

ମା' ପରି କିଏ ହେବ

ନିଜେ ଦୁୁଃଖ କଷ୍ଟ ସବୁ ସହି, 

ଛୁଆର ମୁହଁଁରେ ହସ ଫୁଟାଇବ । 

ଖରା ହେଉଥିଲେ ,ତା' ପଣତ କାନିରେ

ଘୋଡାଇ  ଦେବ । 

ଯୁଗେ ଯୁଗେ ତୁହି ଜଗତର ସାର

ନାହିଁ ତା' ର ପଟାନ୍ତର । 



Rate this content
Log in

Similar oriya poem from Abstract