STORYMIRROR

Sunanda Mohanty

Action Inspirational Thriller

4  

Sunanda Mohanty

Action Inspirational Thriller

ମୌସୁମୀ ସହ ରଥଯାତ୍ରା

ମୌସୁମୀ ସହ ରଥଯାତ୍ରା

1 min
0


ସିଲଟ ମୋହର ଶୁଖୁନାହିଁ ଜମା 
ନଈ ପାଣି ନଈକି ଯାଆ 
ମୌସୁମି କୁ କହିବୁ ଯାଆ 
ରହି ରହି ଆସୁଥା 
ଯାଉଛି ଋଷି ପୁଷି ଟିକେ ଶୁଣିଯା 
ଏନଲିନୋ ଭୟ ଦେବ କେ ଅଭୟ 
ତୁ ତୋ ଘରକୁ ଯାଆ 
ସମୁଦ୍ରରେ ଏବେ ଜୁଆର ସହିତ ଉଷ୍ମ 
ଜଳକଣା ସବୁ ଉପରକୁ ହୋଇ ବାସ୍ପ 
ସେହି ଜଳକଣା ମୋ ସିଲଟ କଲା କଣା 
ବିଜ୍ଞାନ ସାହିତ୍ୟ ଗଣିତ ପଢ଼ାଉଥା 
ମୌସୁମୀ ତୋର ମନମାନୀ ଚଳିବନି 
ଆସିବୁ ଯଦି ଜଲ୍ଦି ଆ 
ଆସୁଛୁ ଯଦି ବାତ୍ୟା ବନ୍ୟା ଥୋଇକି ଆ 
ମୋ ସିଲଟ ନସୁଖୁ 
ସଭିଏଁ ରାଜ୍ୟ ଦେଶରେ ଭଲରେ ଥା 
କାମନା ଏତିକି ଅଳି ମୋ ଏତିକି 
ଭକ୍ତି ଭାବରେ ଜଡିକି ଥା 
ଏଲନିନୋ ଯିବ ଘୁଞ୍ଚି ଫିଟିଯିବ କୁଞ୍ଚି 
ଦୈବୀଦୁର୍ବିପାକ ଆଉ ନଆ 
ନଈ ପାଣିରେ ଜହ୍ନ ରାତିରେ ମୁଁହଁ ଦେଖୁଥା
ବର୍ଷା ଆସିଲେ ମୌସୁମୀ ହୋଇ ବାଷ୍ପ ଥାଇ 
ଜର ଭଲ ହେବ ଉଠିବେ ସାଇଁ 
ଶୁଖିବ ସିଲଟ ଯିବାକୁ ଧାଇଁ 
ପୁରୀ ବଡଦାଣ୍ଡେ ରଥ ଦେଖିବା ପାଇଁ 
,,,,,,,,,,,,,,,,,
ସୁନନ୍ଦା ମହାନ୍ତି 
ସାକ୍ଷୀଗୋପାଳ 
ପୁରୀ 
9040977327


Rate this content
Log in

Similar oriya poem from Action