STORYMIRROR

Jayashree Meher

Abstract

3  

Jayashree Meher

Abstract

ମାଟିମୋହ

ମାଟିମୋହ

1 min
196


ଗାଁ ଭିଟାମାଟିକୁ ଛାଡି

ଯାଇଥିଲ ଦୂର ଦେଶେ

ପେଟରେ ଦି ମୁଠା 

ଦାନା ଯୋଗାଡିବା ପାଇଁ ।

ନିଜ ମାଟିକୁ ଭୁଲିଗଲ

ଦୂର ଦେଶରେ ରହିଲ

 ମାଟିର ମୋହକୁ

 ଭୁଲି ନ ପାରି ବାହୁଡୁଛ ।

ଏଇ ମାଟି ତ ତୁମକୁ

ଦେଇ ପାରିଲାନି ଦାନା ଭାବି 

ଚାଲି ଯାଇଥିଲ। 

ବିଦେଶରେ ନାନା ବାହାନା କରି

ଚାଲିଗଲ ସୁରଟ ତାମିଲନାଡୁ ।

ବିଦେଶର ମୋହକୁ ଭୁଲି

ଆଜି ଫେରିଲ

ଗାଁ ପରିବାରକୁ ।




Rate this content
Log in

Similar oriya poem from Abstract