STORYMIRROR

Bijaya Panda

Classics

3  

Bijaya Panda

Classics

ମା'

ମା'

1 min
60

ଯା' ପଣତ ପୋଛିଦିଏ ଜୀବନ ଯାକର ଦୁଃଖ

ତା' ହାତ ଆଉଁସାରେ ଥାଏ ସ୍ୱର୍ଗର ସୁଖ

ତିଳ ତିଳ ଜଳି ଯିଏ ଖୁସି ବାଣ୍ଟିଯାଏ

ପୃଥିବୀରୁ ଆକାଶ ଯାଏଁ ପରିବ୍ୟାପ୍ତ ସିଏ

ଯା'ର ମମତା ମାପିବାକୁ ନାହିଁ କିଛି ଯନ୍ତ୍ର

ତା'ର ଆଶିଷ ଏ ଜିବନ ପାଇଁ ମହାମନ୍ତ୍ର

ଶବ୍ଦରେ ବଖାଣି ହୁଏନି ସିଏ

ତା' ଋଣ, ଏ ଜୀବନେ ଶୁଝିବ କିଏ ..!!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics