STORYMIRROR

Bijaya Panda

Others

3  

Bijaya Panda

Others

ମାଆ ଆସିବେ

ମାଆ ଆସିବେ

1 min
177

ପବନର ଦୋଳି 

ମେଘର ଚାଦର 

କାଶତଣ୍ଡି ହୁଏ ବିଭୋର 

ଆସିବେ ବୋଲି ମାଆ ଏଥର, 

ଭକ୍ତିର ରସରେ 

ପ୍ରେମର ଭାବରେ

ସଜେଇ ହେଲାଣି 

ଏ ଧରଣୀରାଣୀ 

ମନ ହୁଏ ଭାରି ଆତୁର ।।



Rate this content
Log in