STORYMIRROR

Bijaya Panda

Romance

3  

Bijaya Panda

Romance

ହୋଲି ଆସିଛି

ହୋଲି ଆସିଛି

1 min
278

ଦୋଳ ଆସିଛି ବୋଲି 

ଧାରେ ହସୁଛି ହୋଲି 

ଦେଖି ରଙ୍ଗ ବେରଙ୍ଗର ଅଭିର 

ମନଟା ହେଲାଣି ବିଭୋର

 ମନର ମାନସୀ

 ଯିବ ଲାଜେଇ

 ତା ମୁରୁକି ହସରେ

 ପବନ ଗାଇବ ଗୀତ ମିଳନର

 ସ୍ୱାଗତ କରିବ ମେଘ ମହ୍ଲାର 

ରଙ୍ଗ ଉଢ଼ଣିରେ ଚେନାଏ ଅକାଶ

 ହୃଦୟରେ ଭରି ଅତୁଟ ବିଶ୍ୱାସ

ଉଡ଼େଇ ନିଏ ତତଲା ନିଶ୍ୱାସ

 ଜୀବନେ ଭରିବ ଜୀବନର ସ୍ବର 

  ହେଲେ

 ଦୁରେ ଥାଇ ହସେ କରୋନା 

କହେ ଏସନ ଏମିତି ହୁଅନା ।।  



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance