STORYMIRROR

Trushna Das

Abstract Classics Inspirational

3  

Trushna Das

Abstract Classics Inspirational

ପାପପୁଣ୍ୟର ନିକିତି

ପାପପୁଣ୍ୟର ନିକିତି

1 min
945

ପାପପୁଣ୍ୟର ନିକିତି

 ମୋହ ମାୟାରେ ଭ୍ରମ ହେଉଛି ମତି

ଏ ଦୁନିଆ ତ ପାପପୁଣ୍ୟର ସମଷ୍ଟି

ଭୋଗବାନଙ୍କର ଏ ଯେ ବିଚିତ୍ର ସୃଷ୍ଟି। 


ପୁଣ୍ୟପାପର ନିକିତି 

ଏଇଠି ସବୁ ଲାଗେ ସତ୍ୟର ଭିତ୍ତି 

 ପ୍ରାୟତଃ ସବୁଥିରେ ଥାଏ ମିଥ୍ୟାର ଉକ୍ତି 

ଏ ସଂସାର ହୋଇଛି ସତ୍ୟ ମିଥ୍ୟାର ସମଷ୍ଟି। 


ପାପପୁଣ୍ୟର ନିକିତି 

ମନୁଷ୍ୟ କରୁଛି ପାପ ଅନ୍ୟାୟ ନିତି

ହେଲେ ଭୁଲି ଯାଇଛି ସତ୍ୟର ଭିତ୍ତି

 ଆପଣାଇଛି ଅନ୍ୟାୟ ଅନୀତି।


ପୁଣ୍ୟପାପର ନିକିତି 

ମନୁଷ୍ୟ ସତ୍ୟ ଭୁଲି କରୁଛି ମିଥ୍ୟାରେ ଯୁକ୍ତି 

ହେଲି ଭୁଲି ସେ ଯାଇଛି ଏଇଠି ଯେ ସତ୍ୟ ହୁଏ ବିଜୟ ନିତି ଏହାର ପ୍ରମାଣ ଦେଉଛି ଆମ ଗୌରବମୟ ଇତିହାସର କିର୍ତ୍ତୀ ।


 ପାପପୁଣ୍ୟର ନିକିତି

ହେ ମନୁଷ୍ୟ ବୁଝି ଯାଅ ସତ୍ୟ ନ୍ୟାୟର ଶକ୍ତି

ଧରମ କରମର ଭିତ୍ତି

ନ ହେଲେ ହେଉଥିବ ପରାଜୟ ନିତି। 


ପାପପୁଣ୍ୟର ନିକିତି

ଗୋଟିଏ ପାଖେ ଅଛି ସତ୍ୟ, ନ୍ୟାୟ, ଧରମ କରମ, ଭକ୍ତି 

ଗୋଟିଏ ପଟେ ଅଛି ମିଥ୍ୟା ଅନ୍ୟାୟ, ମୋହ ମାୟାର ଆସକ୍ତି

ମନୁଷ୍ୟ ହେଉଛି ଭ୍ରମ ମତି 

ବୁଝି ପାରୁନି କେଉଁ ମାର୍ଗକୁ ସେ ଆପଣାଇବ ନିତି।


ପାପପୁଣ୍ୟର ନିକିତି

ତ୍ୟାଗ କର ମିଥ୍ୟା, ଅନ୍ୟାୟ, ଅନୀତି, ମୋହ ମାୟାର ଆସକ୍ତି

ମନରେ ଆଣ ସତ୍ୟ, ନ୍ୟାୟର ଭିତ୍ତି 

ଜାଗୃତ ହୁଅ ଧରମ କରମ ପ୍ରତି 

ମନରେ ରଖ ଭକ୍ତିର ଶକ୍ତି 

କରି ଚାଳ କରମ ନିତି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract