STORYMIRROR

Subhalaxmi Nayak

Children

4  

Subhalaxmi Nayak

Children

ଲୋଭ

ଲୋଭ

1 min
220

ଲୋଭ!

ମାଆ ହାତରନ୍ଧା 

ଲୋଭ!

ବାପାଙ୍କ ଡାଏରୀ କଲମ।

ଲୋଭ!

ଭାଇର ପୁରୁଣା ବହି 

ଲୋଭ!

ଭଉଣୀର ଟିକିଲି ରିବନ।

ଏଇମିତି ହିଁ ସଂଜ୍ଞା ହରେଇ ଦିଏ 

ସେ ଲୋଭ!

ଶିଶୁଟିର ଭାବନା ପରିଧି ଭିତରେ।

ସତରେ ନା!

ଆମ ଶୈଶବ ଥିଲା କେତେ ଉତ୍ତମ....



Rate this content
Log in

Similar oriya poem from Children