STORYMIRROR

RAJANIKANT CHOUDHURY

Tragedy

3  

RAJANIKANT CHOUDHURY

Tragedy

କ୍ଷଣସ୍ଥାୟୀ

କ୍ଷଣସ୍ଥାୟୀ

1 min
126

ଦୁଃଖ ଯନ୍ତ୍ରଣା ନିତି ଦିନିଆ 

ତାକୁ ଦେଖି ଯେ କାଇଁ ଛାନିଆ,।।

ପାପ ପୁଣ୍ୟ ଯେ ଲାଗି ରହିଛି 

ତାକୁ ଭାବି ଯେ ଦିନ ଗଣୁଛି,।।

ମଣିଷ ଜୀବନ କ୍ଷଣସ୍ଥାୟୀ 

ତାକୁ ଜାଣିକି ହେଉଛ ବାଇ,।।

ପାପର ଆୟୁ ଅଳପ ଦିନ 

ତାକୁ ନଭାବି କାଟେଯେ ଦିନ,।।

ତୋର ମୋରଯେ କିଛିତ ନାହିଁ 

ତାକୁ ଭାବି କି ସମ୍ପର୍କ ନାହିଁ,।।

କାହା ପାଇଁ ତୁ କର ନା ଚିନ୍ତା 

ଦୁଃଖ ସମୟେ କାଟିବେ ଚିତା,।।

ଜୀବନଟା ଏକ ଅବଶୋଷ 

ହବନି କେବେ ତାହାର ଶେଷ,।।



Rate this content
Log in

Similar oriya poem from Tragedy