STORYMIRROR

କାହା ପାଇଁ ଭୋଗ ପ୍ରେମ ନା କଣ କହୁଛନ୍ତି? ବର୍ଷା ଫୁଲ ର କଥା କାହା ବାଟ ଚାହିଁ ରହେ ଫୁଲ ଆଘତ କାହା ପାଇଁ କଳଙ୍କର କାହା ପାଇଁ କଷ୍ଟକର ସିନ୍ଦୂର ଫୁଲ ଦେବତା ପାଇଁ ନା ଭ୍ରମର ପାଇଁ ତ କାହା ପାଇଁ ନିମିତ୍ତ ମାତ୍ର। ଶୀତ ଆସେ କାହା ପାଇଁ କେମିତି ସମୟ ଜୁଆର ଅସରନ୍ତି ତେବେ ବର୍ଷାର ମନ ନେଇ ଭାବିଲେ ସେ ବି ତ କେବେ କାହା ପ୍ରେମରେ ପଡିଥିବ ନିନ୍ଦାଅପମାନକୁ ପବନ

Oriya କାହା Poems